Home ଓଡ଼ିଶା ରେକର୍ଡ ଭାଙ୍ଗିଲା

ରେକର୍ଡ ଭାଙ୍ଗିଲା

1620

ମୁମ୍ବାଇ,୦୪/୧୦,(ଓଡ଼ିଆ ପୁଅ ପି ନାଏକ):ଏବେ ପ୍ରେକ୍ଷାଳୟରେ ରାଜ କରୁଛନ୍ତି ୨ ଟି ବଲିଉଡ ଫିଲ୍ମ ‘ୱର’ ଏବଂ ‘ସ ଇରା ନରିସ୍ମା ରେଡ୍ଡି’ । ମାତ୍ର ସାଉଥର ସୁପର ହିରୋ ଚିରଞ୍ଜିବଙ୍କ ‘ସଇରା ନରିସ୍ମା ରେଡ୍ଡି ୱରକୁ ଟକ୍କର ଦେଇ ଆଗକୁ ବଢିିିିଛି । ଗାନ୍ଧୀ ଜୟନ୍ତୀରେ ଏହି ଫିିଲ୍ମଟି ରିଲିଜ ହୋଇଥିବା ବେଳେ ହ୍ରିତିକ ଓ ଟାଇଗରଙ୍କ ଫିଲ୍ମର ରେକର୍ଡ ଭାଙ୍ଗିଛି । ଟ୍ରେଡ ଆନାଲିଷ୍ଟଙ୍କ ଅନୁସାରେ, ଚିରଞ୍ଜିବଙ୍କ ଏହି ଫିଲ୍ମ ସମସ୍ତ ଭର୍ସନରେ ପ୍ରାୟ ୬୫ କୋଟି ଆୟ କରିଛି । ମାତ୍ର ‘ୱର’ ୫୫କୋଟି ଆୟ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.