Home Coronavirus Outbreak ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ

67

ଭୁବନେଶ୍ୱର ୧୯ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୧୬୦୭
୦-୧୮ ବର୍ଷର : ୯୯୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭୨୮
– ସ୍ଥାନୀୟ ଅଞ୍ଚଳରୁ୪୮୭୯
୧- ଅନୁଗୁଳ ଜିଲ୍ଲାରୁ – ୧୮୫
୨- ବାଲେଶ୍ୱର ଜିଲ୍ଲାରୁ – ୩୦୫
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୫୩
୫- ବଲାଙ୍ଗୀର ଜିଲ୍ଲାରୁ – ୨୨୯
୭- କଟକ ଜିଲ୍ଲାରୁ – ୮୯୮
୮- ଦେବଗଡ଼ ଜିଲ୍ଲାରୁ – ୭୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୧
୧୦- ଗଜପତି ଜିଲ୍ଲାରୁ – ୮୭
୧୧- ଗଞ୍ଜାମ ଜିଲ୍ଲାରୁ – ୯୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩୪
୧୩- ଯାଜପୁର ଜିଲ୍ଲାରୁ – ୨୩୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୯
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୩
୧୬- କନ୍ଧମାଳ ଜିଲ୍ଲାରୁ – ୮୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୧
୧୯- ଖୋର୍ଦ୍ଧାରୁ: ୪୩୪୭
୨୦- କୋରାପୁଟ ଜିଲ୍ଲାରୁ – ୧୬୮
୨୧- ମାଲକାନଗିରି : ୮୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୭୪
୨୩- ନବରଙ୍ଗପୁର ଜିଲ୍ଲାରେ: ୧୪୯
୨୪- ନୟାଗଡ଼ ଜିଲ୍ଲାରୁ – ୨୦୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୬୬
୨୬- ପୁରୀ ଜିଲ୍ଲାରୁ – ୧୫୭
୨୭- ରାୟଗଡ଼ା ଜିଲ୍ଲାରୁ – ୨୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୩୯୦
୨୯- ସୋନପୁର ଜିଲ୍ଲାରୁ – ୧୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୧୯
୩୧- State Pool: ୮୭୭
– ନୂଆ ସୁସ୍ଥ ହୋଇଥିଲେ୭୭୪୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୮୪୨୦୬୩
– ମୋଟ ଆକ୍ରାନ୍ତ ୧୧୬୭୦୯୪
– ମୋଟ ସୁସ୍ଛ ହୋଲେଣି ୧୦୭୩୭୭୭
– ସକ୍ରୀୟ ଆକ୍ରାନ୍ତ – ୮୪୭୭୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.