Home କେନ୍ଦୁଝର ମାତାରିଣୀ ଟିପର ଓ ଟ୍ରକ ଆସୋସିଏସନ୍ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ମାତାରିଣୀ ଟିପର ଓ ଟ୍ରକ ଆସୋସିଏସନ୍ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

241

ହରିଚନ୍ଦନପୁର, ତା ୧୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଠାରେ ମାତାରିଣୀ ଟିପର ଓ ଟ୍ରକ ଆସୋସିଏସନ୍ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଛି । ଆସୋସିଏସନ୍ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଆଲୋକ ରଞ୍ଜନ ପାତ୍ର, ପ୍ରଦୀପ ମହାନ୍ତି, ବିଷ୍ଣୁ ନାଏକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ରଞ୍ଜିତ ଜେନା, ଅଭିଜିତ ସା, ଅନିଲି ଜେନା, କାର୍ତ୍ତିକ ଦାସ, ସମେତ ରାଜକିଶୋର ମାଝୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.