Home ଓଡ଼ିଶା ମାଛ ଜାଲରେ କୁମ୍ଭୀର

ମାଛ ଜାଲରେ କୁମ୍ଭୀର

788

ବୌଦ୍ଧ,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ମାଛ ପାଇଁ ପକା ଯାଇଥିବା ଜାଲରେ ପଡିଲା କୁମ୍ଭୀର । ଏହି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣି ମହାନଦୀ ଡ଼ଙ୍ଗାଘାଟରେ ଦେଖିବାକୁ ମିଳିଛି । ଆଜି ଜଣେ ମାାଛ ଧରାଳୀ ମାଛ ଧରିବା ସମୟରେ ଜାଲରେ ମାଛ ନ‌ପଡି କୁମ୍ଭୀର ପଡିଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲା । ମାତ୍ର ଉକ୍ତ କୁମ୍ଭୀର ଦେହରେ କିଛି ଯନ୍ତ୍ରପାତି ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.