ad
ଓଡ଼ିଶା

ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ମାଲକାନଗିରି,୨୮ /୭(ଓଡିଆପୁଅ/ପଙ୍କଜିନୀ ନାୟକ): ଆଜିଠୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ସେମାନେ ସକ୍ରିୟ ହେବା ସହ  ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ମାଓବାଦୀ ମାନେ ସହିଦ ପାଳନ କରିବେ ବୋଲି ସୂଚନା ମିଳିଛି ।

ତେବେ ଏନେଇ ମାଲକାନଗିରିରେ ଏବେ ହାଇଆଲର୍ଟ ଜାରି କରାଯିବା ସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଅନ୍ୟପଟେ ମାଓବାଦୀଙ୍କ ଏହି ସହିଦ ସପ୍ତାହ ପାଇଁ ସମସ୍ତ ସରକାରୀ ବସ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top