Home ଜିଲ୍ଲା ପରିକ୍ରମା ମହିଳା କମିଶନ ତରଫରୁ କୋଭିଡ ମହିଳା ରିଅଲ ହିରୋ ଭାବେ ବରଗଡ ଏସ୍ପିଙ୍କୁ କରାଯିବ ସମ୍ମାନୀତ

ମହିଳା କମିଶନ ତରଫରୁ କୋଭିଡ ମହିଳା ରିଅଲ ହିରୋ ଭାବେ ବରଗଡ ଏସ୍ପିଙ୍କୁ କରାଯିବ ସମ୍ମାନୀତ

24

ବରଗଡ଼, ୩୧-୦୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ-୧୯ ସମୟରେ ଜିଲ୍ଲା ପୋଲିସକୁ ସୁପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ। କୋଭିଡ ପକ୍ଷରୁ ଜିଲ୍ଲାରେ ସମସ୍ତ ପ୍ରକାର ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନା କରିବାରେ ସିଦ୍ଧହସ୍ତ ହୋଇ ପାରିଥିଲେ। ଏଥିପାଇଁ ଜାତୀୟ ମହିଳା କମିଶନ ପକ୍ଷରୁ ସ୍ବତନ୍ତ୍ର ଭାବେ କୋଭିଡ ମହିଳା ରିଏଲ ହିରୋ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.