Home ଓଡ଼ିଶା ମହିଳାଙ୍କ ଠାରୁ ୨୩ ହଜାର ଲୁଟିଲେ ଲୁଟେରା

ମହିଳାଙ୍କ ଠାରୁ ୨୩ ହଜାର ଲୁଟିଲେ ଲୁଟେରା

127

ନୟାଗଡ଼,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ମହିଳା ହୋମଗାର୍ଡ ଙ୍କ ନିକଟରୁ ଚୋରି । ଆଜ୍ଞା ହଁ, ଚୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରିଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମହିଳାଙ୍କ ଠାରୁ ୨୩ ହଜାର ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ସୂଚନା ଅନୁସାରେ, ମହିଳା ହୋମଗାର୍ଡ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍ୱାମୀ ଓ ସରପଞ୍ଚଙ୍କ ସହ ବାଇକରେ ଯାଉଥିବାବେଳେ ଦୃର୍ବୃତ୍ତମାନେ ପିଛା କରି ପେଟ୍ରୋଲ ପମ୍ପ ନିକଟରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.