Home ଓଡ଼ିଶା ଜଙ୍ଗଲରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

ଜଙ୍ଗଲରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

506

ପାଟଣା -୧୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁ ନାଳିଆ ଗ୍ରାମ ନିକଟରେ ଏକ ଜଙ୍ଗଲରେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ଆଜି ସକାଳୁ ଲୋକେ ଜଙ୍ଗଲକୁ ଯାଇଥିବା ସମୟ ରେ ଜଙ୍ଗଲରେ ବୃଦ୍ଧଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ବୃଦ୍ଧ ଜଣକ ହେଉଛନ୍ତି ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ମହାକୁଡ଼(୮୦)। କୌଣସି କାରଣରୁ ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପହଞ୍ଚି ନି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.