Home ଓଡ଼ିଶା ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

236

ବ୍ରହ୍ମପୁର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲର କନିଷ୍ଠ କିରାଣୀ ଅଜିତ୍ କୁମାର ସାହୁ । ତେବେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଦିତିଙ୍କ ଘରେ ରେଡ କରିଥିବା ସୂଚନା ମିଳିଛି । ଏହା ସହ ଆମ୍ବପୁଆସ୍ଥିତ ବାସଭବନ, ଗଜପତିନଗରରେ ଥିବା ଘର, ଲାଞ୍ଜିପଲ୍ଲୀ ଘର,ଚନ୍ଦନ ଟ୍ରେଡର୍ସ ଏବଂ ମେଡିକାଲ କଲେଜ ଅଫିସରେ ମଧ୍ୟ ଚଢାଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.