Home ଓଡ଼ିଶା ଚିକିତ୍ସା ଅଭାବରୁ ରୋଗୀର ମୃତ୍ୟୁ ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା

ଚିକିତ୍ସା ଅଭାବରୁ ରୋଗୀର ମୃତ୍ୟୁ ଅଭିଯୋଗରେ ହସ୍ପିଟାଲରେ ଉତ୍ତେଜନା

215

କେନ୍ଦୁଝର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଅବହେଳା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଏହାକୁ ନେଇ ପରିବାର ଲୋକେ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଏହି ଘଟଣା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ, ଅସୁସ୍ଥତା ଯୋଗୁଁ ଗତକାଲି ଦୁଇ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଉଭୟଙ୍କର ମୃତ୍ୟୁ ଚିକିତ୍ସା ଅଭାବରୁ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.