Home ଓଡ଼ିଶା ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି

ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି

511

ନୂଆଦିଲ୍ଲୀ,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ । ଅକ୍ଟୋବର ୧୧ ରେ ସେ ଭାରତ ଆସିବେ ବୋଲି ସୂଚନା ମିଳିଛି । ୨ ଦିନିଆ ଭାରତ ଗସ୍ତରେ ଆସି ସେ ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଦୁଇ ନେତା ଅଲଗା ଅଲଗା ବୈଠକ ଡାକିବେ ବୋଲି ସୂଚନା ମିଳିଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପୁଣି ଜିନପିଙ୍ଗ ଚୀନ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.