Home Coronavirus Outbreak ଭଲ ଖବର – ପୁଣି ରାଜ୍ୟରେ ସୁସ୍ଥ ହେଲେ ୨୯୦ କରୋନା ଆକ୍ରାନ୍ତ – ମୋଟ...

ଭଲ ଖବର – ପୁଣି ରାଜ୍ୟରେ ସୁସ୍ଥ ହେଲେ ୨୯୦ କରୋନା ଆକ୍ରାନ୍ତ – ମୋଟ ଆରୋଗ୍ୟ ସଂଖ୍ୟା ୬୨୨୪

203

ଭୁବନେଶ୍ୱର ୫-୭ (ଓଡ଼ିଆ ପୁଅ) ରାଜ୍ୟରୁ ଆସିଛି ପୁଣି ଭଲ ଖବର। ପୁଣି ସୁସ୍ଥ ହୋଇଛନ୍ତି ୨୯୦ କରୋନା ଆକ୍ରାନ୍ତ। ଏହା ସହ ମୋଟ ଆରୋଗ୍ୟ ସଂଖ୍ୟା ୬୨୨୪ ରେ ପହଁଚିଛି।

ଆଜି ୨୯୦ ସୁସ୍ଥଙ୍କ ମଧ୍ୟରେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

୯୯ ଜଣ ଗଞ୍ଜାମ ଜିଲ୍ଲାରୁ
୫୬ ଜଣ ଗଜପତିଜିଲ୍ଲାରୁ
୩୩ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧୬ ଜଣ କଟକ ଜିଲ୍ଲାରୁ
୧୬ ଜଣ ନବରଙ୍ଗପୁର ଜିଲ୍ଲାରୁ
୧୫ ଜଣ ବାଲେଶ୍ୱର ଜିଲ୍ଲାରୁ
୧୧ ଜଣ ସମ୍ବଲପୁର ଜିଲ୍ଲାରୁ
୧୦ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୮ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୬ ଜଣ କେନ୍ଦୁଝର ଜିଲ୍ଲାରୁ
୬ ଜଣ ପୁରୀ ଜିଲ୍ଲାରୁ
୫ ଜଣ ଜଗତସିଂହପୁର ଜିଲ୍ଲାରୁ
୩ ଜଣ ନୟାଗଡ଼ ଜିଲ୍ଲାରୁ
୨ ଜଣ ଲେଖାଏଁ ବଗଗଡ଼ ଜିଲ୍ଲାରୁ ଏବଂ କୋରାପୁଟ ଜିଲ୍ଲାରୁ
ଜଣେ ଲେଖାଏଁ ଯାଜପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ୯,୦୭୦ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୮୦୦ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.