Home ଓଡ଼ିଶା ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ସାଜିଲା ଗ୍ରାହକ

ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ସାଜିଲା ଗ୍ରାହକ

1789

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଜଣେ ଯୁବତୀ ଏକ କମ୍ପାନୀରେ ନେଟ ୱର୍କିଙ୍ଗ ବିଜନେସ କରୁଥିଲେ। ଏହି ଯୁବତୀଙ୍କୁ ଜଣେ ବ୍ୟକ୍ତି ୮ ଜୁନରେ ଦିଲ୍ଲୀରେ ଚାକିରୀ କରାଇଦେବା ପାଇଁ କହି ସାଙ୍ଗରେ ଆଣି ଯୁବତୀକୁ ଏକ ବେଶ୍ୟାଳୟରେ ବିକ୍ରି କରି ଜବରଦସ୍ତ ଦେହ ବ୍ୟାପାର ଧନ୍ଦାରେ ଲଗାଇଦେଇଥିଲା। ଉକ୍ତ ଯୁବତୀଙ୍କ ଭାଇ କୌଣସି ସୂତ୍ରରୁ ଖବର ପାଇଁ ବେଶ୍ୟାଳୟରେ ଗ୍ରାହକ ରୂପେ ପହଞ୍ଚି ମହିଳା କମିଶନ ଏବଂ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ସହ ବେଶ୍ୟାଳୟର ସଂଚାଳିକାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.