Home ଓଡ଼ିଶା ବୁଡିଲା କେନ୍ଦୁଝର

ବୁଡିଲା କେନ୍ଦୁଝର

401

କେନ୍ଦୁଝର  ୭/୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ବେହାଲ କେନ୍ଦୁଝର । ବିଶେଷ କରି ଘଷିପୁରା, ଶାଳପଡାରେ ଲୋକଙ୍କ ଘରେ ପାଣି ପାଣି ପଶିଛି । ଦମକଳବାହିନୀ ଲୋକଙ୍କୁ ଉଦ୍ଧାର କରିଛନ୍ତି ।  ବଳରାମପୁରଠାରେ ପାପୁଡିଆ ନାଳ ଉପରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଥିବା ବେଳେ ଶୈଲଙ୍ଗ-ଦେଓଗାଁ ରାସ୍ତା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.