ad
ଓଡ଼ିଶା

ବୁଡିଲା କେନ୍ଦୁଝର

କେନ୍ଦୁଝର  ୭/୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ବେହାଲ କେନ୍ଦୁଝର । ବିଶେଷ କରି ଘଷିପୁରା, ଶାଳପଡାରେ ଲୋକଙ୍କ ଘରେ ପାଣି ପାଣି ପଶିଛି । ଦମକଳବାହିନୀ ଲୋକଙ୍କୁ ଉଦ୍ଧାର କରିଛନ୍ତି ।  ବଳରାମପୁରଠାରେ ପାପୁଡିଆ ନାଳ ଉପରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଥିବା ବେଳେ ଶୈଲଙ୍ଗ-ଦେଓଗାଁ ରାସ୍ତା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top