ad
ଓଡ଼ିଶା

ବିପଦ ସଂକେତ ଟପିଲା ଜଳକା

ବାଲେଶ୍ଵର,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ବିପଦ ସଂକେତ ଟପିଲା ଜଳକା ନଦୀ । ଲଗାଣ ବର୍ଷା ଯୋଗୁଁ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । । ମଥାନୀଠାରେ ଜଳକାର ବିପଦ ସଙ୍କେତ ଏବେ ରହିଛି ୫.୫୦ ମିଟର ରହିଥିବା ବେଳେ ଜଳସ୍ତର ୫. ୬୬ ମିଟର ରହିଛି ।

ଅନ୍ୟପଟେ  ଜଳସ୍ତର ବଢୁଥିବାରୁ ଆତଙ୍କିତ ଅବସ୍ଥ ନଦୀ ଅବବାହିକା ଗାଁର ଲୋକ । ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକ ର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top