Home ଓଡ଼ିଶା ବାରିପଦା – ପାଣ୍ଡିଆବିଲ ପାୱାର ଲାଇନର ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ-ଧର୍ମେନ୍ଦ୍ର ପ୍ରଧାନ

ବାରିପଦା – ପାଣ୍ଡିଆବିଲ ପାୱାର ଲାଇନର ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ-ଧର୍ମେନ୍ଦ୍ର ପ୍ରଧାନ

281

ବିଜୁଳି ଚିନ୍ତା : ବାରିପଦା ପାଣ୍ଡିଆବିଲ ପାୱାର ଲାଇନର ଚନ୍ଦକାରେ ଚାଲିଥିବା ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୮ ମଇ: ବାରିପଦା (ଓଡ଼ିଆ ପୁଅ) – ପାଣ୍ଡିଆବିଲ ପାୱାର ଲାଇନର ଚନ୍ଦକାରେ ଚାଲିଥିବା ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷା ପରେ ଏହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଅସ୍ଥାୟୀ ଇ.ଆର୍.ଏସ୍ ଟାୱାର ନିର୍ମାଣ କରି ଖୁବ ଶୀଘ୍ର ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳକୁ ବିଦ୍ୟୁତ ଯୋଗାଣା ପାଇଁ ଯୁଦ୍ଧକାଳୀଳ ଭିତିରେ କାର୍ଯ୍ୟଚାଲିଥିବା ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫୋନିର ପ୍ରଭାବରେ ୬୦ ଟନ୍ ବିଶିଷ୍ଠ ଟାୱାର ଭାଙ୍ଗିଯିବା ଫଳରେ ବିଦ୍ୟୁତ୍ ସରାବରହ ବାଧାପ୍ରାପ୍ତ ହୋଇଥିଲା। ଶ୍ରୀ ପ୍ରଧାନ ଯୁଦ୍ଧକାଳୀଳ ଭିତିରେ ଭୁବନେଶ୍ୱରକୁ ପୁନଃ ବିଜୁଳି ସଂଯୋଗ ଯୋଗାଇବା ପାଇଁ ପାୱାରଗ୍ରୀଡର ଅଧିକାରୀ ଓ ଶ୍ରମିକ ମାନଙ୍କ କାମକୁ ପ୍ରଶଂସା ଓ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.