Home ଓଡ଼ିଶା ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

401

ଭୁବନେଶ୍ୱର, ୦୭/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ବୋର୍ଡ କାର୍ଯ୍ୟାଳୟରେ ବୋର୍ଡ ସଭାପତି ପରୀକ୍ଷାଫଳ ପ୍ରକାଶ କରିଥିବା ବେଳେ ପରୀକ୍ଷାରେ ପାସ ହାର ରହିଛି ୪୩.୬୨% ।

ତେବେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୨୬ ହଜାର ୨୯୬ ଜଣ ଛାତ୍ରଛାତ୍ରୀ ଦେଇଥିବା ସମୟରେ ପାସ କରିଛନ୍ତି ମୋଟ ୧୧ ହଜାର ୪୪୫ ଜଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.