Home ଆନ୍ତର୍ଜାତୀୟ ପୃଥିବୀର ପୁରା ଚିତ୍ର ଦେଲା ଚନ୍ଦ୍ରଯାନ-୨

ପୃଥିବୀର ପୁରା ଚିତ୍ର ଦେଲା ଚନ୍ଦ୍ରଯାନ-୨

564

ନୂଆଦିଲ୍ଲୀ,୪ /୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ବୈଜ୍ଞାନିକମାନେ ଲଗାତାର ସଫଳତାର ସହ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୨’କୁ ପୃଥିବୀ କକ୍ଷରୁ ଆଗକୁ ବଢାଇବାରେ ଲାଗିଛନ୍ତି । ତେବେ ପ୍ରଥମଥର ପାଇଁ ପୃଥିବୀର ଅଭୁତ ଓ ରୋମାଞ୍ଚକର ଫଟୋ ପଠାଇଛି ଚନ୍ଦ୍ରଯାନ-୨ ।

ଗତକାଲି ୫ଟା ୪୩ ମିନିଟରେ ଏଲ ଆଇ କ୍ୟାମେରା ରେ ଚନ୍ଦ୍ରଯାନ-୨ ପୃଥିବୀର ଅଭୁତ ଫଟୋ ନେଇଛି ।  ଅତି ଚମତ୍କାର ମନେ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.