ad
ଓଡ଼ିଶା

ପୁରୀ ପାଇଁ ୨୬୫ କୋଟି

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପୁରୀର ବିକାଶ ପାଇଁ ଆଜି  ୨୬୫କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି । ୨୬୫କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅବଢ଼ା ଯୋଜନାରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ହେବ । ପୁରୀରେ ୧୨୫୦ଟି ଦୋକାନ ଘର ହେବ । ପୁରୁଣା ଜେଲ ପରିସର, ଯାତ୍ରୀକା ଓ ମ୍ୟୁନିସପାଲଟି ମାର୍କେଟରେ ଦୋକାନ ହେବ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top