ad
ଓଡ଼ିଶା

ପାରିତ ହେଲା ୟୁଏପିଏ ବିଲ୍

ନୂଆଦିଲ୍ଲୀ,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଅନ୍‌ଲଫୁଲ ଆକ୍ଟିଭିଟିସ୍‌ ପ୍ରିଭେନ୍‌ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି । ପାରିତ ହେବା ପରେ ବିଲ୍ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି।

ତେବେ ପୂର୍ବରୁ ଏହା ଲୋକସଭାରେ ପାସ୍‌ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ କଂଗ୍ରେସ ବିରୋଧ କରୁଥିବା ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ଏ‌ହାକୁ ସମର୍ଥନ କରିଥିଲା।   ପୁରୁଣା ନିୟମରେ ଡିସିପି କିମ୍ବା ଏପିସି କିମ୍ବା ଏହାଠାରୁ ଅଧିକ ର‍୍ୟାଙ୍କର ଅଧିକାରୀ ତଦନ୍ତ କରି ପାରୁଥିଲେ। ନୂଆ ନିୟମରେ ଆତଙ୍କବାଦ ସଂଜ୍ଞାର ପରିସର ବ୍ୟାପକ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top