Home ଓଡ଼ିଶା ପାଣି ଭିତରେ ଚାଲିବ ଟ୍ରେନ

ପାଣି ଭିତରେ ଚାଲିବ ଟ୍ରେନ

922

ନୂଆଦିଲ୍ଲୀ, ୮ା୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବହୁତ ଶୀଘ୍ର ପାଣିଭିତରେ  ଚାଲିବ ଟ୍ରେନ । ଏନେଇ ଆଜି ସୂଚନା ମିଳିଛି । ତେବେ ଏହା ହେବା ଦ୍ବାରା ଏହା ଭାରତର ଏହା  ପ୍ରଥମ ଅଣ୍ଡର ୱାଟର ଟ୍ରେନ ଚଳାଚଳ ହେବ ।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ କୋଲକାତାର ହୁଗୁଳି ନଦୀ ତଳେ ଏହି ଟ୍ରେନ ଚାଲିବାକୁ ଥିବା ବେଳେ ଏହା ଭାରତରେ ରେଳ ବିଭାଗର ପ୍ରଗତିର ପ୍ରତୀକ ଭାବେ ପରିଗଣିତ ହେବ । ଯାହା ଦ୍ୱାରା ଦେଶବାସୀ ଗର୍ବ ଅନୁଭବ କରିବେ । ଏନେଇ ଆଜି ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.