Home ଓଡ଼ିଶା ନୀତି ଆୟୋଗର ସଦସ୍ୟ

ନୀତି ଆୟୋଗର ସଦସ୍ୟ

484

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି :

୧. ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ
୨. ଉପାଧ୍ୟକ୍ଷ ଡ. ରାଜୀବ କୁମାର
୩. ପୂର୍ଣ୍ଣକାଳୀନ ସଦସ୍ୟ
– ଶ୍ରୀ ଭି.କେ. ସାରସ୍ୱତ
– ପ୍ରଫେସର ରମେଶ ଚାନ୍ଦ
– ଡ. ଭିକେ ପଲ୍

୪. ପଦାଧିକାରୀ ସଦସ୍ୟ
– ଶ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ
– ଶ୍ରୀ ଅମିତ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ
– ଶ୍ରୀମତୀ ନିର୍ମଳା ସୀତାରମଣ, ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ
– ଶ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଏବଂ କୃଷକ କଲ୍ୟାଣ; ଗ୍ରାମୀଣ ବିକାଶ; ପଂଚାୟତିରାଜ ମନ୍ତ୍ରୀ
୫. ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ
– ଶ୍ରୀ ନୀତୀନ ଜୟରାମ ଗଡ଼କରୀ, ସଡ଼କ ପରିବହନ ଏବଂ ରାଜପଥ; ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
– ଶ୍ରୀ ଥୱର ଚନ୍ଦ ଗେହଲଟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
– ଶ୍ରୀ ପୀୟୂଷ ଗୋଏଲ, ରେଳବାଇ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ
– ଶ୍ରୀ ରାଓ ଇନ୍ଦରଜିତ ସିଂ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱତ) ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.