ad
ଓଡ଼ିଶା

ଟ୍ରେନ ସେବା ବାତିଲ

ସମ୍ବଲପୁର,୧୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଲାଗି ରହିଛି ବର୍ଷା । ଟ୍ରାକରେ ପାଣି ଜମିବାରୁ ସାମୟିକ ଭାବେ ଟ୍ରେନ୍‌ ବାତିଲ୍‌ ରଖାଯାଇଛି। ଦେଓଗାଁ ରୋଡ, ବରଗଡ, ସମ୍ବଲପୁର ଟିଟଲାଗଡ ରୁଟ୍‌ରେ ଟ୍ରେନ୍‌ ସେବା ବାତିଲ୍‌ ହୋଇଛି।

ଯାତ୍ରୀଙ୍କ ନିରାପତ୍ତା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top