Home ଜିଲ୍ଲା ପରିକ୍ରମା ଜୁନ ୨୬ ଆନ୍ତଃର୍ଜାତିକ ନିଶାନିବାରଣ ଦିବସ ଉପଲକ୍ଷେ ସୂଚନା

ଜୁନ ୨୬ ଆନ୍ତଃର୍ଜାତିକ ନିଶାନିବାରଣ ଦିବସ ଉପଲକ୍ଷେ ସୂଚନା

105

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୁନ ୨୬ ତାରିଖରେ ଆନ୍ତଃର୍ଜାତିକ ନିଶାନିବାରଣ ତଥା ଅବୈଧ ଚୋରା ଚାଲାଣ ଦିବସ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା – ୧- ନିଶା ବର୍ଜନ ସୁସ୍ଥ ଜୀବନ । ୨- ଯାଅନାହିଁ ଭାଇ ନିଶାଣ ପାଖ, ମାଆ ଭଉଣୀର ଇଜ୍ଜତ ରଖ । ୩- ନିଶାକୁ ବର୍ଜନ, ନାରୀକୁ ସମ୍ମାନ, ତେବେ ତୁ ରଖିବୁ ଜାତିର ମାନ । ୪-ଯିଏ ସେ ରହିବ ନିଶାରେ ବୁଡି, ସଂସାର ଯିବ ତା’ ପୁରା ଉଜୁଡି । ୫- ଅଛି ଯଦି ଭାଇ ବଂଶ ମର୍ଯ୍ୟାଦା ଭୟ, ନିଶାଠାରୁ ବହୁ ଦୂରରେ ରୁହ । ୬- ନିଶାକୁ କରିବ ଯିଏ ନିଜର, ଉଜୁଡି ଯିବ ତା’ ଘରସଂସାର । ୭- ନିଶା ଛାଡନ୍ତୁ ପରିବାର ବଞ୍ଚାନ୍ତୁ । ୮- ମହୁଲି ନିଶା, ଘରକୁ ଦଶା । ୯- ପାନବିଡି ନୁହେଁ ଛୋଟିଆ ନିଶା, ଜଣା ପଡେ ନାହିଁ ଟାଣେ ପଇସା । ୧୦- ଡ୍ରଗ୍ସ କୁ ନାହିଁ, ଜୀବନକୁ ହଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.