Home ଓଡ଼ିଶା ଜାରି ହେଲା ଚନ୍ଦ୍ରର ଫଟୋ

ଜାରି ହେଲା ଚନ୍ଦ୍ରର ଫଟୋ

1166

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ:ଇସ୍ରୋ ତରଫରୁ ଆଜି ଜାରି ହୋଇଛି ଚନ୍ଦ୍ରର ଫଟୋ । ହାଇ ରିସଲ୍ୟୁସନ କ୍ୟାମେରାରୁ ଏହାର ଫଟୋ ଉତ୍ତୋଳନ କରାଯାଇଛି । ଯେଉଁଥିରେ ଚନ୍ଦ୍ରର ପୃଷ୍ଠଦେଶ ଏବଂ ଛୋଟ ବଡ ଗାତ ସବୁ ନଜର ଆସିଛି । ଚନ୍ଦ୍ରାୟାନ-୨ ର ହାଇ ରିଜୋଲ୍ୟୁସନ୍‌ ଫଟୋ ଗ୍ରହଣ କରିଥାଏ । ଏହି କ୍ୟାମେରା ଫୈକ୍ରୋମିଟ୍‌ ବୈଣ୍ଡ  ଉପରେ ସଞ୍ଚାଳିତ ହୋଇଥାଏ ।

 

ଚନ୍ଦ୍ରାୟାନ୍‌-୨ର ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍‌ର ଯାଞ୍ଚ୍‌ ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି କରୁଥିବା ବେଳେ କିଛି ଦିନ ପୂର୍ବରୁ ଇସ୍ରୋର ମୁଖିଆ ଡ.କେ. ସିବନ ସ୍ପଷ୍ଟ କରିଥିଲେ ଯେ, ଚନ୍ଦ୍ରାୟାନ-୨ ମିଶନ ୯୮ ପ୍ରତିଶତ ସଫଳ ହୋଇଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.