Home ଓଡ଼ିଶା ମଦ ଦୋକାନ ବନ୍ଦ କରିବାକୁ ଦାବି କଲେ ମହିଳା

ମଦ ଦୋକାନ ବନ୍ଦ କରିବାକୁ ଦାବି କଲେ ମହିଳା

132

କେନ୍ଦୁଝର,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ମଦ ଦୋକାନ ବନ୍ଦ ପାଇଁ ତାତିଲେ ମହିଳା । ଏଭଳି ଦୃଶ୍ୟ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗାଁ ରେ ଦେଖିବାକୁ ମିଳିଛି । ତେବେ ୨୦ ନମ୍ବର ଜାତୀୟ ରାଜପଥ ରେ ଥିବା ମଦ ଦୋକାନକୁ ବନ୍ଦ କରିବା ପାଇଁ ସେମାନେ ଧାରଣା ଦେଇଛନ୍ତି । ମଦ ଦୋକାନ ଦ୍ବାରା ବିଭିନ୍ନ ପ୍ରକାରର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ସେମାନେ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.