Home ଓଡ଼ିଶା ଜାରି ହେଲା ଏୟାରଷ୍ଟ୍ରାଇକର ଭିଡିଓ

ଜାରି ହେଲା ଏୟାରଷ୍ଟ୍ରାଇକର ଭିଡିଓ

454

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ଜମ୍ମୁ କଶ୍ମୀରର ପୁଲୱମାରେ ୧୪ ଫେବୃୟାରୀ ରେ ଜୈଶ ଇ ମହମ୍ମଦ ସଂଗଠନର ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ହାମଲା କରିଥିଲେ । ପ୍ରତିଶୋଧ ସ୍ବରୂପ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲେ । ଆତଙ୍କବାଦୀଙ୍କ ଆଡ୍ଡା ଉପରକୁ ବାୟୁସେନା ପରମାଣୁ ବର୍ଷା କରିଥିଲା । ତେବେ ଆଜି ବାୟୁସେନା ପକ୍ଷରୁ ଏହାର ଏକ ଭିଡିଓ ଜାରି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.