Home ଓଡ଼ିଶା ଜାମ୍ମୁ-କାଶ୍ମୀରର ସବୁ ସ୍ଥାନରେ ସୋମବାର ଦିନ ପୋଷ୍ଟପେଡ ମୋବାଇଲ ଫୋନ ସେବା ସଚଳ ହେବ

ଜାମ୍ମୁ-କାଶ୍ମୀରର ସବୁ ସ୍ଥାନରେ ସୋମବାର ଦିନ ପୋଷ୍ଟପେଡ ମୋବାଇଲ ଫୋନ ସେବା ସଚଳ ହେବ

569

ଜାମ୍ମୁ, ୧୨ ଅକ୍ଟୋବର (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀରର ମୁଖ୍ୟ ସଚିବ (ପ୍ଲାନିଙ୍ଗ କମିଶନ) ରୋହିତ କଂସଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିଯେ, ଜାମ୍ମୁ-କାଶ୍ମୀରର ବାକୀ ବଞ୍ଚିଥିବା ସ୍ଥାନମାନଙ୍କରେ ସୋମବାର ଦିନ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ପୋଷ୍ଟପେଡ ମୋବାଇଲ ଫୋନ ସେବା ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟଯେ, ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ହେବା ପରେ ଜାମ୍ମୁ-କାଶ୍ମୀରରେ ପ୍ରାଥମିକ ଭାବେ ମୋବାଇଲ ଫୋନ ସେବାକୁ ବାଧିତ କରାଯାଇଥିଲା। ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବା କ୍ଷଣି ପ୍ରଥମେ ଲ୍ୟାଣ୍ଡଲାଇନ୍ ସେବାକୁ ଖୋଲାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.