Home ଓଡ଼ିଶା ହାତୀର ଗଳିତ ମୃତ ଦେହ ଉଦ୍ଧାରଉଦ୍ଧା

ହାତୀର ଗଳିତ ମୃତ ଦେହ ଉଦ୍ଧାରଉଦ୍ଧା

232

ଢେଙ୍କାନାଳ,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ଢେଙ୍କାନାଳ ଜିଲ୍ଲାରେ ଏକ ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତ ହାତୀର ଆନୁମାନିକ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି କୁହାଯାଉଛି । ୨୫ କିମ୍ବା ୩୦ ଦିନ ପୂର୍ବରୁ ଏହାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଇଷ୍ଟ ରେଞ୍ଜର ପହଞ୍ଚିଛନ୍ତି । ହେଲେ କେଉଁ କାରଣ ପାଇଁ ହାତୀର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡିବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.