Home ଓଡ଼ିଶା ଚଳନ୍ତା ଗାଡ଼ିରେ ଲାଗି ଗଲା ନିଆଁ

ଚଳନ୍ତା ଗାଡ଼ିରେ ଲାଗି ଗଲା ନିଆଁ

240

ଭୁବନେଶ୍ଵର,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ଚଳନ୍ତା ଗାଡିରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଗାଡ଼ି । ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରେ ଏକ ଗାଡି ସଂପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ,  ଗାଡିଟି ବ୍ଲିଚିଂ ପାଉଡର ନେଇ ଶିଖରଚଣ୍ଡି ଆଡକୁ ଯାଉଥିଲା । ହେଲେ ଗାଡ଼ିରେ ଥିବା ଏସିଡ୍‌ରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.