Home ଓଡ଼ିଶା ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜନ୍ମ ଜୟନ୍ତୀ

ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜନ୍ମ ଜୟନ୍ତୀ

268

ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜନ୍ମ ଜୟନ୍ତୀ । ଏଥିପାଇଁ କଟକ ମାହାଙ୍ଗାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୯୮୨ ମସିହା କୋଠପଦା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶା ଗୀତିନାଟ୍ୟ ଜଗତର ମହାନାୟକ ଗଣକବି ବୈଷ୍ଣବ ପାଣି ।ତାଙ୍କର ଏହି ଜନ୍ମ ଜୟନ୍ତୀ ଅବସରରେ ଆଜି ଠାରୁ ମାହାଙ୍ଗାର ବିଭିନ୍ନ ସ୍ଥାନରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମେସ୍ତ ଗଣକବି ବୈଷ୍ଣବ ଙ୍କ ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ଏନେଇ ବିଭିନ୍ନ ନାଟକ, ସଙ୍ଗିତ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.