Home ଓଡ଼ିଶା ଗଂଜେଇ ଜବତ ତିନି ଗିରଫ, ବାଇକ ଜବତ

ଗଂଜେଇ ଜବତ ତିନି ଗିରଫ, ବାଇକ ଜବତ

297

ବାଲିଗୁଡା, ୮/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ପୋଲିସ ଦ୍ୱାରା ଗଂଜେଇ ଚାଲଣ ବେଳେ ତିନି ଗିରଫକୁ ହୋଇ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ସୂଚନା ପ୍ରକାରେ ଗତକାଲି ବାରଖମା ରେବିଙ୍ଗିଆ ରାସ୍ତାର ଗ୍ୟାସ ଡିପୋ ଛକରେ ଏକ ମୋଟର ସାଇକେଲକୁ ପୋଲସଅଟକାଇଥିଲା, ଯେଉଁଥିରେ ତିନିଜଣ ବସିଥିଲେ ସନ୍ଦେହରେ ଚେକିଂ କରବା ବେଳେ ସେଥିରୁ ଗଂଜେଇ ବାହାରିଥିଲା। ସେମାନଙ୍କ ଠାରୁ ୧୪କେଜି୮୦୦ଗ୍ରାମ ଗଂଜେଇ ଜବତ କରାଯାଇଛି ଓ ତିନିଜଣସୁରଥ ମଳିକ, ପୁଲୁଙ୍ଗା ମଳିକ ଓ ସମ୍ଭୁନାଥ ମଳିକଙ୍କୁ ଗିରଫ କରାଯାଇଛି, ଏମାନଙ୍କ ଘର ରେବିଙ୍ଗିଆ ପଂଚାୟତର ଦୁଲୁକିଆ ଗ୍ରାମରେ।ଏମାନଙ୍କ ଠାରୁ ଏକଟିଭିଏସ ଷ୍ଟାରସିଟି ମୋଟର ସାଇକେଲ ଜବତ କରାଯାଇଛି। କେଶ ନମ୍ବର ୧୦୨/୧୯ରେ ମାମମଲା ରୁଜୁକରି ଗିରଫ ବ୍ୟକ୍ତିମାନଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି ବୋଲି ଆଇଆଇସି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.