Home ଓଡ଼ିଶା କ୍ଷୀର ଲିଟର ପିଛା ଥିଲା ୪୦, ହେଲା ୪୪

କ୍ଷୀର ଲିଟର ପିଛା ଥିଲା ୪୦, ହେଲା ୪୪

477

ଭୁବନେଶ୍ଵର,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିଠୁ ବଢିଲା ଓମ୍‌ଫେଡ୍‌ କ୍ଷୀର ଦର । ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ତେବେ ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି । ଆଜିଠୁ ଓମ୍‌ଫେଡ୍‌ କ୍ଷୀରରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି  ବୃଦ୍ଧ ସମସ୍ତଙ୍କ କ୍ଷୀର ଆବଶ୍ୟକ ଥାଏ । ତେବେ  ଆଗକୁ ଗ୍ରାହକ ମାନେ କେତେ ଦୂର ଏହି ନିଷ୍ପତ୍ତିକୁ ସ୍ୱୀକାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ ସ୍ଥଳର ଫଟୋ ରିଲିଜ୍ କଲା ନାସା : ହାର୍ଡ ଲ୍ୟାଣ୍ଡିଙ୍ଗ ଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.