Home ଓଡ଼ିଶା କୋରାପୁଟ ବସଷ୍ଟାଣ୍ଡରୁ ଅଚିହ୍ନା ମୃତଦେହ ଉଦ୍ଧାର

କୋରାପୁଟ ବସଷ୍ଟାଣ୍ଡରୁ ଅଚିହ୍ନା ମୃତଦେହ ଉଦ୍ଧାର

538

କୋରାପୁଟ ୦୧-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବସଷ୍ଟାଣ୍ଡରୁ ଏକ ଅଚିହ୍ନା ବୃଦ୍ଧର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି।ଅଚିହ୍ନା ବୃଦ୍ଧ କୋରାପୁଟ ବସଷ୍ଟାଣ୍ଡରେ ପଡିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା।ହସପିଟାଲରେ ପହଂଚିଲା ବେଳକୁ ବୃଦ୍ଧର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।କୋରାପୁଟ ଶବ ବ୍ୟବଛେଦ ଗୃହରେ ମୃତଦେହ ରଖାଯାଇଛି।ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.