ad
କୋରାପୁଟ

କୋଟିଆରେ ଆନନ୍ଦଉଲ୍ଲାସର ସହ ବାହୁଡାଯାତ୍ରା ସଂପନ୍ନ

କୋରାପୁଟ ;ତା୧୨-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ଆନନ୍ଦଉଲ୍ଲାସର ସହ ବାହୁଡାଯାତ୍ରା ସଂପନ୍ନ ହୋଇଯାଇଛି ।ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ବିଡିଓ କରୁଣାକର ପ୍ରଧାନ ,ମେଡିକାଲ ଅଫିସର ଡାକ୍ତର ପବିତ୍ର ପଣ୍ଡା , ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅନେକ ଭକ୍ତ ରଥଟାଣି ନେଇଥିଲେ ।କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନନ୍ଦ , ପିଇଓ ଦୁଃଶାସନ ନାୟକ , ଏପିଓ ସୈାମେନ୍ଦ୍ର ନାୟକ ଓ ଜିଆରଏସ ଭୈାମ୍ୟରଂଜନ ନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top