ad
ଓଡ଼ିଶା

କର୍ତ୍ତବ୍ୟରେ ଅବହେଳା ପାଇଁ ବଦଳିଲେ ବାଦାମ ପାହାଡ଼ ଓଆଇସି

ରାଇରଙ୍ଗପୁର,୨୯ ।୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ବଦଳିଲେ ବାଦାମପାହାଡ ଓଆଇସି। ବିନା ଦୋଷରେ ବାପ,ପୁଅ ୩ ମାସ ଜେଲରେ ଭର୍ତ୍ତି ହେବା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଆଜି ବାଦାମପାହାଡ଼ ଥାନା OICଙ୍କ ବଦଳି ହୋଇଛି ।

ତେବେ ନିଜ ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗ ଆସିବା ପରେ OIC ଶଶୀ ଧର ସେଠୀଙ୍କୁ ବଦଳି କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସପି ଅଫିସକୁ ଶଶୀ ଧରଙ୍କୁ ବଦଳି କରାଯାଇଛି । ପୋଲିସର ଅବହେଳା ନେଇ ଏସ୍‌ଡିପିଓ ତଦନ୍ତ କରିବେ । ତେବେ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁର ଜେଲରେ ଥିଲେ । ମାତ୍ର ମହିଳା କୋର୍ଟରେ ହଜାର ହେବ ପରେ ବାପ ପୁଅ ଖଲାସ ହୋଇଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top