Home ଓଡ଼ିଶା ଉଚ୍ଛେଦ ପ୍ରକ୍ରିୟା ସମୀକ୍ଷା କରିବେ ଆମିକସ କ୍ୟୁରୀ

ଉଚ୍ଛେଦ ପ୍ରକ୍ରିୟା ସମୀକ୍ଷା କରିବେ ଆମିକସ କ୍ୟୁରୀ

192

ପୁରୀ ୭/୯,(ଓଡ଼ିଆ ପୁଅ ପି ନାଏକ): ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଆଜି ପୁରୀ ଯିବେ।  ଗତକାଲି ଭୁବନେଶ୍ବରରେ ପହଞ୍ଚିଲେ ଆମିକସ କ୍ୟୁରି ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ ।

ପୁରୀକୁ ବିଶ୍ୱ ଐତିହ୍ୟ, ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଆବେଦନ ହୋଇଛି । ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଆମିକସ୍ କ୍ୟୁରୀଙ୍କୁ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.