Home ଓଡ଼ିଶା ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ

ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ

220

ରାଉରକେଲା,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ ମାରିବା ସେକ୍ଟର-୩ ଥାନାରେ  ଅଭିଯୋଗ ହୋଇଛି। ସୁନ୍ଦରଗଡ ଖରିଆଲ ବାହାଲ ବସ୍ତିରେ ବାସ କରୁଥିବା ଆଦିବାସୀ ମହିଳାଙ୍କ ଉପରେ ନିସ୍ତୁକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରିଣୀ ସେକ୍ଟର-୩ ଥାନାରେ ମାମଲା ରୁଜୁ କରିଛନ୍ତି ।ଅପରପକ୍ଷରେ ମହିଳା ଜଣକ ତାଙ୍କର ପୁରୁଣା ଘର ଉପରେ ଆଜେବଷ୍ଟର ପକାଉଥିବା ସମୟରେ ସହରୀ ବିଭାଗର କର୍ମଚାରୀ ଏବଂ ତାଙ୍କ ପାଖରେ କାର୍ଯ୍ୟରତ କର୍ମଚାରୀ ମାନେ ଆସି ମହିଳାଙ୍କ ଉପରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଦୁର୍ବ୍ୟବହାର କରି ୫ ହଜାର ଟଙ୍କା ମାଗିଥିବା କହିଛନ୍ତି ।ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.