ad
ଓଡ଼ିଶା

ଆତ୍ମହତ୍ୟା କଲେ ଜଣେ ନାବାଳକ

ଜୟପୁର, ୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଜଣେ ନାବାଳକ ଶିଶୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ଜୟପୁର ଶିଶୁ ସଦନ ଗୃହରେ ଘଟିଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ବରଣ କରିଥିବା ଛାତ୍ର ବୋରିଗୁମ୍ମା ବିସିଂପୁରର ବୋଲି ସୂଚନା ମିଳିଛି । ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top