Home ଓଡ଼ିଶା ଆତ୍ମହତ୍ୟା କଲେ ଜଣେ ନାବାଳକ

ଆତ୍ମହତ୍ୟା କଲେ ଜଣେ ନାବାଳକ

199

ଜୟପୁର, ୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଜଣେ ନାବାଳକ ଶିଶୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣା ଜୟପୁର ଶିଶୁ ସଦନ ଗୃହରେ ଘଟିଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ବରଣ କରିଥିବା ଛାତ୍ର ବୋରିଗୁମ୍ମା ବିସିଂପୁରର ବୋଲି ସୂଚନା ମିଳିଛି । ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.