Home ଓଡ଼ିଶା ଆଜି ସ୍ପେଶାଲ ଓଜେଇଇ ପରୀକ୍ଷା ଫଳ

ଆଜି ସ୍ପେଶାଲ ଓଜେଇଇ ପରୀକ୍ଷା ଫଳ

85

ଭୁବନେଶ୍ୱର,୨୫ ।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସ୍ପେସାଲ ଓଜେଇଇର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ojee.nic.in ରେ ଓଜେଇଇ ପରୀକ୍ଷା ଫଳ ଊପଲବ୍ଧ ହେବ ।

ଏହାଛଡା ଆଜିଠାରୁ ର‌୍ୟାଙ୍କଧାରୀ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ । ତେବେ ଚଳିତ ବର୍ଷ ଓଜେଇଇ ପରୀକ୍ଷାରେ ମୋଟ ୧୪ ହଜାର ୬୧୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.