Home ଓଡ଼ିଶା ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର

ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର

111

ବାଲିଗୁଡା, ୧୪/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ପଂଚାୟତର ଜାଲାଙ୍ଗିଆ ଜଙ୍ଗଲରୁ ଅଚିହ୍ନା ବ୍ୟକ୍ତିର ଶବ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହି ଝୁଲନ୍ତା ଶବକୁ ଦେଖି ସାରଙ୍ଗଡ ଥାନାରେ ଖବର ଦେଇଥିଲେ। ଏହାପରେ ପୋଲସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.