Home Top News ହ୍ୱାଟ୍ସଆପ୍‌, ଫେସବୁକ୍, ଇନଷ୍ଟାଗ୍ରାମ ସର୍ଭର ଡାଉନ୍‌ – ୟୁଜର୍ସ ଚିନ୍ତିତ

ହ୍ୱାଟ୍ସଆପ୍‌, ଫେସବୁକ୍, ଇନଷ୍ଟାଗ୍ରାମ ସର୍ଭର ଡାଉନ୍‌ – ୟୁଜର୍ସ ଚିନ୍ତିତ

93

ନୂଆ ଦିଲ୍ଲୀ ୪ -୧୦ (ଓଡ଼ିଆ ପୁଅ) ହ୍ୱାଟ୍ସଆପ୍‌, ଫେସବୁକ୍, ଇନଷ୍ଟାଗ୍ରାମ ସର୍ଭର ଡାଉନ୍‌ ସର୍ଭର ଜାଉନ୍‌ ହୋଇଥିବା କାରଣରୁ ଲୋକମାନେ ହ୍ୱାଟ୍ସଆପ୍‌, ଫେସବୁକ୍, ଇନଷ୍ଟାଗ୍ରାମରେ ବାର୍ତ୍ତା ବିନିମୟ କରିବାରେ ଅସମର୍ଥ ହୋଇଛନ୍ତି। ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୱେବସାଇଟ୍ ୱେବ୍ ବ୍ରାଉଜରରେ ଖୋଲୁନାହିଁ।

ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ୱେବସାଇଟରେ ଅନେକ ଉପଭୋକ୍ତା ଏହି ଅଘଟଣ ବିଷୟରେ ରିପୋର୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.