Home ଓଡ଼ିଶା ବିରାଟ କୋହଲି ହେଲେ ବାପା – ଅନୁଷ୍କା ଶର୍ମା ଦେଲେ କନ୍ୟା ସନ୍ତାନ ଜନ୍ମ

ବିରାଟ କୋହଲି ହେଲେ ବାପା – ଅନୁଷ୍କା ଶର୍ମା ଦେଲେ କନ୍ୟା ସନ୍ତାନ ଜନ୍ମ

139

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରକୁ ନୂଆ ପରୀ ଆସିଛନ୍ତି। ବିରାଟ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଅନୁଷ୍କା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପିତା ହୋଇଛନ୍ତି। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। କ୍ୟାପଟେନ ବିରାଟ କୋହଲି ନିଜେ ଟ୍ୱିଟ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.