Home Top News UG-PG ପରୀକ୍ଷା, ଫଳାଫଳ ସୂଚୀ ପ୍ରକାଶ : ଅଗଷ୍ଟ ୨୩ରୁ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା, ଅକ୍ଟୋବର...

UG-PG ପରୀକ୍ଷା, ଫଳାଫଳ ସୂଚୀ ପ୍ରକାଶ : ଅଗଷ୍ଟ ୨୩ରୁ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା, ଅକ୍ଟୋବର ୧୫ ସୁଦ୍ଧା ନାମଲେଖା

85

ଭୁବନେଶ୍ୱର ୨୩ ଜୁଲାଇ (ଓଡ଼ିଆ ପୁଅ) ଉଚ୍ଚଶିକ୍ଷା ବିଭାଗ ଶୁକ୍ରବାର ଦିନ ଓଡିଶାରେ ସ୍ନାତ୍ତକ (UG) ଏବଂ ସ୍ନାତ୍ତକୋତ୍ତର (PG) ପାଠ୍ୟକ୍ରମର ବିଭିନ୍ନ ସେମିଷ୍ଟାର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ UG ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ ପେପର ବିନା) ଅଗଷ୍ଟ ୧୯ ସୁଦ୍ଧା କରାଯିବ। ୨୭ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି।

ପୋଷ୍ଟ ଗ୍ରାଜୁଏଟ୍ (PG) ଛାତ୍ରମାନଙ୍କର ଅନ୍ତିମ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ ଏବଂ ଫଳାଫଳ ସେପ୍ଟେମ୍ବର ୨୦ ସୁଦ୍ଧା ଘୋଷଣା କରାଯିବ।

୨୦୨୧ ପାଇଁ ସାଧାରଣ PG ଆଡ୍‌ମିଶନ ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ କରାଯିବ।

PG ସାଧାରଣ ଆଡମିଶନ ପ୍ରକ୍ରିୟା ଅକ୍ଟୋବର ୧୫, ୨୦୨୧ ରୁ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.