Home ଓଡ଼ିଶା ବାନ୍ଧବୀଙ୍କୁ ବିବାହ କରିବା ପାଇଁ ଯୁବତୀ କଲେ ଲିଙ୍ଗ ପରିବର୍ତ୍ତନ!

ବାନ୍ଧବୀଙ୍କୁ ବିବାହ କରିବା ପାଇଁ ଯୁବତୀ କଲେ ଲିଙ୍ଗ ପରିବର୍ତ୍ତନ!

3254

ଦାଦରୀ:ବାନ୍ଧବୀଙ୍କୁ ବିବାହ କରିବା ପାଇଁ ଜଣେ ଯୁବତୀ କରିଛନ୍ତି ନିଜର ଲିଙ୍ଗ ପରିବର୍ତ୍ତନ।ଘଟଣାଟି ଘଟିଛି ହରିୟାଣାର ଦାଦରୀ ଅଞ୍ଚଳରେ।ତେବେ ଯୁବତୀ ଜଣଙ୍କର ପରିବାର ପକ୍ଷରୁ ଲିଙ୍ଗ ପରିବର୍ତ୍ତନ କରିଥିବା ଯୁବକଙ୍କ ସହ ତାଙ୍କୁ ମିଶିବାକୁ ଦିଆ ଯାଉନଥିବାରୁ ମାମଲା ଏବେ ଥାନାରେ ପହଁଚିଛି।ଉଭୟ ବାନ୍ଧବୀ ଆର୍ଯ୍ୟ ସମାଜର ମନ୍ଦିରରେ ବିବାହ କରି ସାରିଛନ୍ତି।ଲିଙ୍ଗ ପରିବର୍ତ୍ତନ ପାଇଁ ଯୁବତୀ ଜଣଙ୍କ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.