Home Tags Picturenews

Tag: picturenews

ସଂପୂର୍ଣ୍ଣ ଲକ୍ ଡାଉନ୍: ନିୟମ ଭାଙ୍ଗିଲେ ଗୁଳି !

0
ଭୁବନେଶ୍ୱର: କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ୨୪ ତାରିଖ ରାତି ୧୨ଟାରୁ ୨୧ ଦିନ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହା ଏକ ପ୍ରକାର...

କରୋନା ବାବଦରେ ବିଶେଷ ସୂଚନା: ଦେଖନ୍ତୁ ଭିଡିଓ –

0
ଭୁବନେଶ୍ୱର: କରୋନା ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। କେଉଁଠି କର୍ଫ୍ୟୁ ତ' କେଉଁଠି ଲକ୍ ଡାଉନ୍।ଲୋକେ ଏକ ପ୍ରକାର ଗୃହବନ୍ଦୀ। ହେବା ବି ଉଚିତ୍। ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବା ପ୍ରାୟ...

କରୋନା ଲକ୍ଷଣ : କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି...

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ସଂକ୍ରମିତ ରୋଗୀଙ୍କର ସ୍ୱାଦ ଏବଂ ଗନ୍ଧ ବାରିବା ଶକ୍ତି ଚାଲିଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ଜଣେ ମା’ ନିଜ...

ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ )...

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଆଜି ରାତି ୧୨ଟାରୁ ସମ୍ପୂର୍ଣ୍ଣ ଦେଶରେ ଆସନ୍ତା ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ (ଏକ ପ୍ରକାର କର୍ଫ୍ୟୁ) ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟୋକିଓ ଅଲିମ୍ପିକ୍ସରେ ଲାଗିଲା ବ୍ରେକ୍ – ବର୍ଷେ ଘୁଞ୍ଚିଲା ଏବେ ହେବ ୨୦୨୧ ରେ

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି...

କରୋନା ଆତଙ୍କ: ସତର୍କ ରହିଲେ ୨୩୪୫, ନରହିଲେ ୩୬,୦୦୦ !

0
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ପ୍ରେସମିଟରେ କହିଛନ୍ତି ବିଶ୍ଵ ସ୍ତରରେ କିମ୍ବା ଜାତୀୟ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ଯଦି ସେହି...

ଲକ୍ ଡାଉନ୍ ଉଲଘଂନ: ୩୬ ବାଇକ୍, ୨ଟି କାର ଜବତ

0
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଲକ୍ ଡାଉନ୍ ନିୟମ ଉଲଘଂନ କରି ସେପରି ବିଶେଷ କାରଣ ନଥାଇ କିମ୍ବା ପରିମିଶନ୍ ନନେଇ କାର ଏବଂ ବାଇକ୍ ଚଲାଉଥିବା ଚାଳକ ମାନଙ୍କର...

କରୋନା ଆତଙ୍କ: ବିଶ୍ୱକୁ ରାସ୍ତା ଦେଖାଇବ ଭାରତ – WHO

0
ଜେନେଭା: ଭାରତ ପାଖରେ ଅପାର କ୍ଷମତା ରହିଛି। କରୋନାଭାଇରସ୍ ମହାମାରୀକୁ ଦୂର କରିବାରେ ଭାରତର ଅତୁଳନୀୟ କ୍ଷମତା ରହିଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଭଳି ଦେଶ କ’ଣ କରାଯାଇପାରିବ ତାହା...

ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍

0
କୋଲକାତା ୨୪-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରେ ଆଜି ଅପରାହ୍ନ ୫ ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଭାରତରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅନେକ ସହରକୁ...

କରୋନାଭାଇରସ୍ : ୩୦ ଟି ରାଜ୍ୟର ୫୪୮ ଟି ଜିଲ୍ଲାରେ ଲକଡାଉନ୍

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଦଶ ଜଣଙ୍କର ପ୍ରାଣ ହରାଇଛନ୍ତି। ଏଥି ସହିତ...

ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ ଲାଗିବନାହିଁ କୌଣସି ଚାର୍ଜ

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ଭାରତର ଅର୍ଥମନ୍ତ୍ରୀ ଖୁବ୍ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଡେବିଟ୍ କାର୍ଡଧାରୀମାନଙ୍କ...

ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି

0
ନୂଆଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) : ଆଧାର-ପାନ୍ ଲିଙ୍କ୍ ମାର୍ଚ୍ଚ ୩୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାଭାଇରସ୍ କାରଣରୁ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ଏହାଫଳରେ...

ମଧ୍ୟପ୍ରଦେଶ : ଏସପି-ବିଏସପି ସମର୍ଥନ ସହିତ ଆସ୍ଥା ଭୋଟରେ ଜିତିଲେ ଶିବରାଜ ସିଂ

0
ଭୋପାଳ ୨୪-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ସମୟରେ ଗୃହରେ କୌଣସି ବିଧାୟକ ଉପସ୍ଥିତ ନଥିଲେ। ପ୍ରାୟ ଏକ ସପ୍ତାହ ରାଜନୈତିକ ଡ୍ରାମା...

ଉମର ଅବଦୁଲ୍ଲାଙ୍କ ଉପରୁ PSA ହଟିଲା, ଆଠ ମାସ ପରେ ମୁକ୍ତ ହେଲେ

0
ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) ଉମର ଅବଦୁଲ୍ଲାଙ୍କ ଉପରୁ PSA ହଟିଲା। ଆଠ ମାସ ପରେ ବନ୍ଦୀରୁ ମୁକ୍ତ ହୋଇଛନ୍ତି ଉମର। ଜନ ସୁରକ୍ଷା ଆଇନ (PSA) କୁ ଜାମ୍ମୁ କାଶ୍ମୀରର...

କରୋନାଭାଇରସ୍ କାରଣରୁ ମୁମ୍ବାଇରେ ତୃତୀୟ ମୃତ୍ୟୁ, ଭାରତରେ ମୋଟ ୧୦ ମୃତ୍ୟୁ

0
ମୁମ୍ବାଇ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମୁମ୍ବାଇରେ ତୃତୀୟ ମୃତ୍ୟୁ। ଏହା ସହିତ ଭାରତରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ଭୁତ ଆଉ ଭୁତାଣୁ: ପୁରାଣ ସମ୍ବଦ୍ଧ ଏବଂ ବିଜ୍ଞାନ ସମ୍ମତ ଉପରେ ପର୍ଯ୍ୟବେସିତ ଘଣ୍ଟ,...

0
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭୁତାଣୁକୁ ବ୍ୟାପିବାରେ ରୋକିବା ପାଇଁ, ତା'ର ଚେନ୍...

ବିଧାୟକଦଳ ନେତା ନିର୍ବାଚିତ ହେଲେ ଶିବରାଜ ସିଂ – ରାତି ୯ ଟାରେ ମୁଖ୍ୟମନ୍ତ୍ରୀ...

0
ଭୋପାଳ ୨୩-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ବର୍ତ୍ତମାନ ଶେଷ ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ସୋମବାରଦିନ ବିଧାୟକଦଳର ନେତା...

ପଶ୍ଚିମବଙ୍ଗର କରୋନା ଠାରୁ ପ୍ରଥମ ମୃତ୍ୟୁ, ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

0
କୋଲକାତା ୨୩-୩ (ଓଡ଼ିଆ ପୁଅ) : କରୋନା ସଂକ୍ରମଣରେ ପ୍ରଥମ ମୃତ୍ୟୁ ପଶ୍ଚିମବଙ୍ଗରେ ହୋଇଛି। ସୋମବାର ଅପରାହ୍ନରେ ୫୫ ବର୍ଷର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କୁ କୋଲକାତାର ସଲ୍ଟଲେକ୍ ରେ ଅବସ୍ଥିତ...

କରୋନା ଭାଇରସ୍ : ପଶ୍ଚିମବଙ୍ଗକୁ ସବୁ ଉଡ଼ାଣ ସେବା ସ୍ଥଗିତ ରଖିବାକୁ ମମତା, ମୋଦୀଙ୍କୁ...

0
ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ)ପଶ୍ଚିମବଙ୍ଗର ସିଏମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ପ୍ରକାଶ କରିଛନ୍ତିଯେ, ପଶ୍ଚିମବଙ୍ଗକୁ ସମସ୍ତ ବିମାନ ବନ୍ଦ କରାଯାଉ। ଇଟାଲୀ, ଆମେରିକା ଏବଂ ସ୍ପେନ୍ ରେ ସବୁଠାରୁ ଅଧିକ...

କରୋନାଠାରୁ ଭୟଙ୍କର ଭାଇରସ୍: ରୁହନ୍ତୁ ସତର୍କ

0
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। ଭାରତ ମଧ୍ୟ ଆତଙ୍କିତ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭୁତାଣୁକୁ ବ୍ୟାପିବାରେ ରୋକିବା...