Home Tags Bhadrak News

Tag: Bhadrak News

ଧାମରା ବନ୍ଦର ମଧ୍ୟରେ ଶ୍ରମିକ ଶୋଷଣ ତୀବ୍ର – ବିଏମଏସ ରାଜ୍ୟ ସଂପାଦକ

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର ଦ୍ୱିତୀୟ ବୃହତମ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି। ଏହି ଶୋଷଣର ପରିମାଣ ଦିନକୁ ଦିନ ବୃଦ୍ଧି...

ଜାତୀୟ ପଂଚାୟତରାଜ ଦିବସରେ ଜିଲ୍ଲା ସ୍ତରରେ ମଙ୍ଗଳପୁର ସରପଂଚ ସମ୍ମାନିତ

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଂଚାୟତ ସରପଂଚ ପୁଷ୍ପାଞ୍ଜଳୀ ଲେଙ୍କା ଜାତୀୟ ପଂଚାୟତ ରାଜ ଦିବସ -୨୦୨୬ରେ ଜିଲ୍ଲା...

ତିହିଡ଼ି ଯୁବମଂଚ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ଦୃଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟ ନେଇ ଅଗ୍ରଣୀ...

ବନ୍ତ : ଶିଶୁ ମନ୍ଦିର ଛାତ୍ରଙ୍କ ମଧ୍ୟରେ ତ୍ୟାଗ ଭାବନା ଥାଏ -ଡ.ସୁଧାଂଶୁ ନାୟକ

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷର୍ିକ ଉତ୍ସବ ପାଳିତ ହୋଇଯାଇଛି । ସୁନ୍ଦର ସମାଜ ଗଠନ ପାଇଁ ଉତମ ଛାତ୍ରଛାତ୍ରୀ ଶିଶୁ ମନ୍ଦିରରୁ...

ଛୟାଳସିଂ ଶନି ମନ୍ଦିର ଫାଟକ ଭଙ୍ଗାଗଲା, ଅସନ୍ତୋଷ ଝାଡିଲେ ଭକ୍ତ

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଛୟାଳସିଂ ବଜାରରେ ଥିବା ଶନି ମନ୍ଦିରଟି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ତହିଁ ପର ଠାରୁ ବିଭିନ୍ନ...

ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ମହିଳାଙ୍କ ଜନ ଆକ୍ରୋଶ ପଦଯାତ୍ରା

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେର୍ପି ସାହାଡ଼ା ସୁନ୍ଦରୀ ମଣ୍ଡଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଗତ ମହିଳା ସଂରକ୍ଷଣ ବିଲ ପରିତ...

ଭଦ୍ରକରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ୨୦୨୬ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ...

ଭୁଲ୍ ସର୍ଭେ ଯୋଗୁଁ ବିବାଦରେ ପଳିକିରି ରାସ୍ତା ନିର୍ମାଣ, ମାର୍ଗ ପରିବର୍ତନ ପାଇଁ ଜିଲ୍ଲାପାଳଙ୍କ...

0
ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭଗବାନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଳିକିରି ଅଂଚଳରେ ଏକ ନୂତନ ରାସ୍ତା ନିର୍ମାଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ...

ଆରଡି ଏସବିଆଇ ଶାଖାରେ ଗ୍ରାହକ ଛାତ୍ରଙ୍କ ଟଙ୍କା ଉଠାଣକୁ ନେଇ କ୍ୟାସିୟର ଆକ୍ରମଣ କରିବା...

0
ଭଦ୍ରକ, ୨୫/୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ ଶାଖାରେ କିଛିଦିନ ଧରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସ ଗ୍ରାହକଙ୍କୁ ଅଶ୍ଳାଳିନ ବ୍ୟବହାର...

ଭଦ୍ରକରେ ଜିଲ୍ଲାସ୍ତରୀୟ ପଂଚାୟତ ଦିବସ ପାଳିତ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ସନ୍ଧ୍ୟାରେ ଭଦ୍ରକର ସହୀଦ ସ୍ମୃତି ଭବନ ଠାରେ ଜିଲାସ୍ତରୀୟ ପଂଚାୟତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ...

ବିଦ୍ୟାଳୟ ଜମିକୁ ଚଂଚକତା କରି ବିକ୍ରି କରିଦେଇଥିଲେ ପୂର୍ବତନ ସରପଂଚ, ଥାନାରେ ପହଂଚିଲେ ଗ୍ରାମବାସୀ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟାଳୟ ନାଁରେ ଥିବା ୫ ଏକରରୁ ଉର୍ଦ୍ଧ୍ୱ ଜମି ମଧ୍ୟ୍ୟରୁ ୩ ଏକର ଜମି ବିକ୍ରି ହୋଇଥିବା ଜାଣି ଆଜି ଉକ୍ତ...

ମହିଳାଙ୍କୁ ହତ୍ୟା ଅଭିଯୋଗ : ସ୍ୱାମୀ ଅଟକ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ମଙ୍ଗରାଜପୁର ଗ୍ରାମର ସୁପର୍ଣ୍ଣା ପୁହାଣ (୨୯) ନାମ୍ନୀ ଜଣେ ମହିଳାଙ୍କୁ ଗୁରୁବାର...

ସାଳନ୍ଦୀ ନଦୀରେ ବୁଡି ଜେଜେମା ଓ ନାତୁଣୀ ମୃତ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ତଳଗୋପବିନ୍ଧା ପଂଚାୟତ ଅଧିନ ତଳଗୋପବିନ୍ଧା ପଦାସାହି ଗ୍ରାମର ଗୋଟିଏ ପରିବାରର ଜେଜେମା ଓ ତାଙ୍କ ନାତୁଣୀ...

ଭୂଷୁଡୁଛି ବିଜେଡି ଦୁର୍ଗ,ଭଦ୍ରକ ଲୋକସଭା ସଂସଦୀୟ କ୍ଷେତ୍ରରୁ ବିଜେଡି ନେତାଙ୍କ ଇସ୍ତଫା

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ରାଜନୀତି ପାଣିପାଗରେ ଆଜି ପୁଣି ସୃଷ୍ଟି ହୋଇଛି ସୁନାମୀ। ବିଜେଡିର ପ୍ରାଥମିକତା ସଦସ୍ୟତାରୁ ନିଜର ବହୁ ସମର୍ଥକଙ୍କ ସହ ଭଦ୍ରକ...

ଧାମନଗରରେ ଜାତୀୟ ପଂଚାୟତ ଦିବସ ପାଳିତ, ଗୃହ ଯୋଜନାରେ କାର୍ଯ୍ୟାଦେଶ ବଂଟନ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ପଂଚାୟତ ସମିତି ସଭାଗୃହରେ ଆଜି ଜାତୀୟ ପଂଚାୟତ ଦିବସ ପାଳିତ ହୋଇଛି। ଗ୍ରାମୀଣ ଉନ୍ନୟନ ଓ...

ଡ୍ରେନ ନିର୍ମାଣ ବେଳେ ଶ୍ରମିକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ, ଥାନାରେ ଅଭିଯୋଗ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଡ୍ରେନ ଖୋଳା କୁ ବିରୋଧ କରି କାର୍ଯ୍ୟରେ ନିୟୋଜିତ...

ଭଦ୍ରକରେ ମହିଳା ଆକ୍ରୋଶ ଜନସମାବେଶ ଓ ବିକ୍ଷୋଭ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ମୋଦି ସରକାରଙ୍କ ମହିଳା ବିଲ୍‌କୁ ସମର୍ଥନ କରି ହଜାର ହଜାର ମହିଳା କଂଗ୍ରେସ, ବିଜେଡି ଏବଂ ଅନ୍ୟ ଆଂଚଳିକ...

ପୋଲ ନିର୍ମାଣ ବେଳେ ଦୁର୍ଘଟଣା, ନଦୀକୁ ଖସିଲା ଟ୍ରାକ୍ଟର, ଚାଳକ ମୃତ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଘଂଟେଶ୍ୱର ଅଂଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ...

ପୂର୍ବ ଶତୃତାକୁ ନେଇ ସାମ୍ବାଦିକକୁ ମରଣାନ୍ତକ ଆକ୍ରମଣ କଲେ ସରକାରୀ ଶିକ୍ଷକ

0
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଅଂଚଳର ସାମ୍ବାଦିକ ସେକ ଜାଫର ଅଲିଙ୍କୁ ଜଗତି ଶାମପୁରର ପ୍ରଧାନ ଶିକ୍ଷକ ସେକ ସମସୁଦ୍ଦିନ ଆକ୍ରମଣ କରିବା...

ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବ

0
ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜୟ ଜଗନ୍ନାଥ ସେବା ସମିତି ନରେଲା ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜୀବ...