Home Tags Bhadrak News

Tag: Bhadrak News

ଫିଲ୍ମ ଷ୍ଟାଇଲରେ କିଡ୍‌ନାପ୍‌, ଗୋଡାଇ ଗୋଡାଇ ଧରିଲା ପୋଲିସ,ଭଦ୍ରକରେ କାଜୁ ବ୍ୟବସାୟୀଙ୍କୁ କିଡନାପ୍ ଉଦ୍ୟମ

0
ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକରେ ଜଣେ କାଜୁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରୁ କିଛି ଦୃବୁର୍ତ ଫିଲ୍ମ ଷ୍ଟାଇଲରେ ବୋଲେରୋରେ ଅପହରଣ କରି ନେଉଥିବାବେଳେ ସହରାଂଚଳ ଥାନା...

ଗୋରୁ ବୋଝେଇ ମାରୁତି ଭ୍ୟାନ୍‌କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର

0
ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୁଲିସ୍ ଯେତେ ସଜାଗ ହେଲେ ମଧ୍ୟ ଭଦ୍ରକ ଜିଲାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରା ଗୋ ଚାଲାଣକୁ ରୋକିବା ଦିଗରେ...

ମାଟ୍ରିକ ପରୀକ୍ଷା: ଧାମନଗର ବ୍ଲକ ରୁ ୧୨ ଜଣ ଟପ୍ପର ତାଲିକାରେ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଭଦ୍ରକ ଜିଲ୍ଲା...

ଟ୍ରକ୍ ଧକ୍କାରେ ଲୁନା ଚାଳକଙ୍କ ମୃତ୍ୟୁ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଟିଭିଏସ୍ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି...

ଆଉ ନାହାନ୍ତି କବି ପ୍ରଭାତ ନଳିନୀ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରାକ୍ତନ ପ୍ରଧ୍ୟାପିକା ବରିଷ୍ଠ ସାହିତ୍ୟିକା ପ୍ରଭାତ ନଳିନୀ ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି ।ଗତକାଲି ରାତ୍ର ୧୦ସମୟରେ ସେ ଆମ...

ମାଟ୍ରିକ ପରୀକ୍ଷାଫଳ : ଭଦ୍ରକ ଜିଲ୍ଲାରେ ପାଶ୍ ହାର ୯୬.୦୧ ପ୍ରତିଶତ, ଏ-୧ରେ ୧୦୯ଜଣ...

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତବର୍ଷ ମାଟ୍ରିକ ପରୀକ୍ଷାଫଳ ୯୫.୬୭ ପ୍ରତିଶତ ରହିଥିବାବେଳେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ମାଟ୍ରିକ ପାଶହାର ୯୬.୦୧ ପ୍ରତିଶତ ରହିଛି। ଭଦ୍ରକ...

ଷେଣ୍ଢତିରାରେ ଜନ ଆକ୍ରୋଶ ସମାବେଶ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେପି ବରଡେଶ୍ୱର ମଣ୍ଡଳ ପକ୍ଷରୁ ମହିଳା ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।...

ଆଦର୍ଶ ଶିକ୍ଷକ ପିତବାସ ପଣ୍ଡାଙ୍କ ସ୍ମୃତିସଭା

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅଣିଜୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଅନୁଷ୍ଠାନ ପ୍ରେମୀ ସ୍ୱର୍ଗତଃ ପିତବାସ ପଣ୍ଡାଙ୍କ ଏକାଦଶାହ ଅବସରରେ ସ୍ମୃତିସଭା ଅନୁଷ୍ଠିତ...

ମା’ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଏ ଏବଂ ମାଟି ଦିଏ ପରିଚୟ, ମାତୃଶକ୍ତି...

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା' ଏକ ଶବ୍ଦ ନୁହେଁ,ଏକ ସ୍ନେହାପ୍ଳୁତ ପବିତ୍ର ଭାବନା ଏବଂ ମାଟି , କ୍ୱେଳ ଭୂମି ନୁହେଁ, ଏହା ଆମ ପରିଚୟ।...

ବିଶ୍ୱ ଶ୍ରମିକ ଦିବସ ପାଳନ, ଶ୍ରମିକ ମାନଙ୍କ ଦାବି ପୂରଣ ପାଇଁ ଆହ୍ୱାନ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକସହର ସ୍ଥିତଭାଗବତ କଲ୍ୟାଣ ମଣ୍ଡପରେ ଏଆଇସିସିଟିୟୁ ଭଦ୍ରକ ଶାଖା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ...

ମଜୁରୀ ଟଙ୍କା ପାଇଁ ଯାତ୍ରା କଳାକାର ଡିଆଇଜିଙ୍କ ଦ୍ୱାରସ୍ଥ , ଧୁଷୁରୀ ଥାନା ପୋଲିସ...

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଟକର ପ୍ରସିଦ୍ଧ ଯାତ୍ରା ଦଳ ‘ଉତ୍କଳ ରଙ୍ଗମଂଚ’ ରେ କାମ କରିଥିବା ଶ୍ରମିକ ଓ କଳାକାରମାନଙ୍କୁ ପ୍ରାପ୍ୟ ମଜୁରୀ ଟଙ୍କା ନ...

ସାମ୍ବାଦିକଙ୍କ ସୁରକ୍ଷା ଓ ଆର୍ôଥକ ସୁବିଧା ପାଇଁ ଦୃଷ୍ଟି ଆକର୍ଷଣ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାମ୍ବାଦିକ ଙ୍କ ସୁରକ୍ଷା ଓ ଆର୍ôଥକ ସ୍ଥିତି କୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଧେଶ୍ୟରେ...

ବେଆଇନ ବାଲି ମାଫିଆଙ୍କ ରାଜ, ଗେଙ୍ଗୁଟି ନଦୀ ଶଯ୍ୟା ଚିରି ଲୁଟ୍ ଚାଲିଛି ପ୍ରାକୃତିକ...

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଶାସନର ଆଖିରେ ଧୂଳି ଦେଇ ତଥା ପ୍ରଶାସନର ନାକ ତଳେ ଚାଲିଛି କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ। ଧାମନଗର...

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳି, ବାଜା ବାଣ ରୋଷଣୀରେ ପ୍ରକମ୍ପିତହେଲା...

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ଉତ୍ସବ ଆସନ୍ତା ଜୁନ୍ ୧୯ରେ ବୈଦିକ ରୀତିନୀତି ଓ ଲୋକାଚାର ଅନୁଯାୟୀ ଅନୁଷ୍ଠିତ ହେବ।...

ବର୍ଷିଆନ ସିପିଆଇ(ଏମ) ନେତା ଚକ୍ରଧର ଦାସ ଙ୍କ ମୃତ୍ୟୁ

0
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ସିପିଆଇ(ଏମ) ର ପୂର୍ବତନ ବିଧାୟକ ପ୍ରାର୍ଥୀ, ବରିଷ୍ଠ ଚାଷୀ ନେତା ଚକ୍ରଧର ଦାସ ୭୨ ବର୍ଷ ବୟସରେ...

ସି ଆଇ ଟି ୟୁ ତରଫରୁ ଭଦ୍ରକ ଜିଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳିତ

0
ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସି ଆଇ ଟି ୟୁ ତରଫରୁ ଭଦ୍ରକ ଜିଲ୍ଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ଶ୍ରମ...

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

0
ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

0
ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଉଗ୍ରସେନ ବେହେରା (୫୨)ଙ୍କର ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ବେଦାନ୍ତ ଫେକର ଠାରେ ଅନୁଷ୍ଠିତ

0
ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଠାରେ ପାଳନ ହୋଇ ଯାଇଛି। ଏହି ଅବସରରେ ଶ୍ରମିକ ମାନଙ୍କୁ...

ଭଦ୍ରକ ପର୍ବପର୍ବାଣି ଓ ଖାଦ୍ୟ ସଂସ୍କୃତି ଜୀବନଶୈଳୀର ମୂଳଦୁଆ,(ଭଦ୍ରକବୈଶାଖୀ ମେଳାର ଷଷ୍ଠ ସନ୍ଧ୍ୟା)

0
ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଚାଲିଥିବା ସର୍ବପ୍ରଥମ 'ବୈଶାଖୀ ମେଳା-୨୦୨୬'ର ଷଷ୍ଠସନ୍ଧ୍ୟା ଆଜି ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...