Tag: Bhadrak News
ବିଭିନ୍ନସ୍ଥାନରେ କୁରାଳ ପଞ୍ଚମୀ ଅନୁଷ୍ଠିତ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ବଳିପୁର, ଖପୁରିଆପଦା, ବାହାଦୂଲନଗର, ନେରଡା ଆଦି ଗ୍ରାମରେ ଶିବାର ଠାରୁ କୁରାଳ ପଞ୍ଚମୀ ଅନୁଷ୍ଠିତ ହେଉଛି । ମାର୍ଗଶିର...
କବାଡିଆଙ୍କ ହାତରେ ଅଗ୍ନି କ୍ଷେପଣାସ୍ତ୍ରର ଭଗ୍ନାବଶେଷ , ବହୁବାର ବିକ୍ରି ହୋଇଥିିବା ଅଭିଯୋଗ ,ପ୍ରଶାସନ...
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ କଲାମ ଦ୍ୱୀପରୁ ଅଗ୍ନିୁ -୪ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସଜବାଜ ହେଉଥିବା ବେଳେ ବୋଟ ମାଲିକ ମାନଙ୍କୁ ସମୁଦ୍ରକୁ...
କରଞ୍ଜମାଳରେ ଚୋରା ମଦର ବନ୍ୟା, ଫାଣ୍ଡି ଠାରୁ ୧ଶହ ମିଟର ଦୂରରେ ଚାଲିଛି ବେଧଡକ...
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା ଥାନା ଅର୍ନ୍ତଗତ କରଞ୍ଜମାଳ ଠାରେ ଚୋରା ମଦର ବେପାର ଚାଲିଛି । ଫାଣ୍ଡି ଠାରୁ ମାତ୍ର ଶହେ ମିଟର ଦୂରରେ...
ଧାମରା ପୋର୍ଟକୁ ମିଳିଲା ଗୋଲଡେନ ପିକକ୍ ପୁରସ୍କାର
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜୈବ ବିବିଧତା ସଂରକ୍ଷଣ, ପରିବେଶ ଓ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଧାମରା ପୋର୍ଟ କମ୍ପାନୀ ଲିମିଟେଡକୁ ପରିବେଶ...
କେବେ ସୁଧୁରିବ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥିତି
ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ସହର ମହକୁମାହସ୍ଥିତ ସାଳନ୍ଦୀ ବାଇପାସ୍ ଛକରେ ରହିଛି ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ । ଅନ୍ୟ ଜିଲାମାନଙ୍କ ଠାରୁ...
ସରପଞ୍ଚଙ୍କୁ ମିଳିନି କରୋନା ବକେୟା ଦେଢକୋଟି , ଖଟ କିଣିଥିଲ, ନିଲାମ କରି ଭରଣ...
ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନଭେମ୍ବର ୧୦ ରୁ ଏହି ଜିଲାର ତିହିଡି ବ୍ଲକ୍ରେ କରୋନା କୋଭିଡ୍ ପରୀକ୍ଷା ପ୍ରକ୍ରିୟାରେ ତାଲା ପଡିଛି । ଲୋକେ ଖୋଜୁଛନ୍ତି...
୩ୟ ଶ୍ରେଣୀ ବୃତ୍ତିପରୀକ୍ଷା ଅନୁଷ୍ଠିତ
ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପଞ୍ଚତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ବ୍ଲକ ପାଞ୍ଚଟି କେନ୍ଦ୍ରରେ...
କେବେ ଖୋଲିବ ମା’ ଭଦ୍ରକାଳୀ ଓ ଆଖଣ୍ଡଳମଣୀଙ୍କ ମନ୍ଦିର!, କୋଭିଡ କଟକଣା ମଧ୍ୟରେ ଦର୍ଶନ...
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖୁବଶୀଘ୍ର ଖୋଲିବ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ସେହିପରି ପ୍ରଭୂ ଲିଙ୍କରାଜଙ୍କ ମନ୍ଦିର ମଧ୍ୟ ଖୋଲିବାକୁ ଯାଉଛି ଚଳିତ...
୨୦ରୁ ଜିଲାରେ ଧାନ ସଂଗ୍ରହ : ଚାଷୀଙ୍କୁ ଟୋକନ ଚିନ୍ତା ଘାରିଲାଣି
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାନ ସଂଗ୍ରହ ପୂର୍ବରୁ ଚାଷୀଙ୍କୁ ଟୋକନ ଚିନ୍ତା ଘାରିଲାଣି । ଗତବର୍ଷ ସରକାରଙ୍କୁ ଧାନ ବିକ୍ରି କରିବାକୁ ଜିଲାରେ ଯେତିକି ଚାଷୀ...
ଯୁବ ସମାଜସେବୀ ନନ୍ଦ କିଶୋର ମିଶ୍ର (କାଶି)ଙ୍କ ପରଲୋକ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯୁବ ବ୍ୟବସାୟୀ ତଥା ସମାଜସେବୀ ନନ୍ଦ କିଶୋର ମିଶ୍ରଙ୍କର ୫୬ବର୍ଷ ବୟସରେ ଆଜି ସକାଳ ୮ଘଟିକା ସମୟରେ କଟକ ଷ୍ଟାର ହସ୍ପିଟାଲରେ...
ଲିଡ୍ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଲିଡ୍ ବ୍ୟାଙ୍କ ଆନୁକୁଲ୍ୟରେ ଜିଲ୍ଲା ଶାଖା ପରିଚାଳକ ନାଗେଶ୍ୱର ରାଓଙ୍କ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା...
ଭଦ୍ରକ ବିଡିଓଙ୍କର ହୃଦ୍ଘାତରେ ମୃତ୍ୟୁ : ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକର ବିଡିଓ ଭାବେ କାର୍ଯ୍ୟ କରୁଥିବା ଦାମୋଦର ଖୁଣ୍ଟିଆଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ଘଟିଛି । ଗୁରୁତର...
୧୬ ନଂ ଜାତୀୟ ରାଜପଥ ସାଜିଛି ମରଣଯନ୍ତା
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ଓ ରାହାଞ୍ଜ ପଂଚାୟତ ମିଶି ପ୍ରାୟ ଏକ ହଜାର ଘର ରହିଛି । ୧୬ନଂ ଜାତୀୟ ରାଜପଥ ପାଖରେ ପ୍ରତିଦିନ...
ଅଗ୍ନିବିପନ୍ନ ପରିବାରକୁ ହ୍ୟାପିକ୍ଲବର ସହାୟତା
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ହ୍ୟାପିକ୍ଲବ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି । ଭଣ୍ଡାରୀପୋଖରୀ ବ୍ଲକ...
ବରମୁଣ୍ଡାରେ ଅଗ୍ନିକାଣ୍ଡ, ୨ ବଖରା ପୋଡ଼ିଗଲା
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅ୍ରଗ୍ନିକାଣ୍ଡ ଘଟି ୨ ବଖରା ଗୃହ...
ଭଦ୍ରକ : ତେସିଙ୍ଗା ଡିଲର ନିଲମ୍ବିତ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପିଡିଏସ ଡିଲର ବିଷ୍ଣୁ ପ୍ରସାଦ ମଲ୍ଲିକଙ୍କୁ ଉପଜିଲ୍ଲାପାଳଙ୍କ କୋର୍ଟ ପକ୍ଷରୁ ନିଲମ୍ବନ ଆଦେଶ ହୋଇଛି । ବେଆଇନ...
ପ୍ରେମୀ ଯୁଗଳଙ୍କ ବିବାହ ଉତ୍ସବ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆସିଆନା...
ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ବିଏମ୍ଏସ୍ର ପ୍ରସ୍ତୁତି ବୈଠକ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ଓ ଏହା ସହ ଅନୁବନ୍ଧିତ ଧାମରା ବନ୍ଦର...
୩୩ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବି , ମାସେ ମଧ୍ୟରେ ଦାବି ପୂରଣ ନହେଲେ...
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୧ବର୍ଷ ପୂର୍ବେ ଛଟେଇ ହୋଇଥିବା ୩୩ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ ଦାବି ହୋଇଛି । ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ...
ଆରଟିଆଇ ଆବେଦନକାରୀଙ୍କୁ ଟଙ୍କାର ଛାଟ, ୮ଟି ପ୍ରଶ୍ନକୁ ୧ ଲକ୍ଷ ୫ ହଜାର ଟଙ୍କା
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ôଚଛି । ଯାହାକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଶାସନିକ...





