Home Tags Bhadrak News

Tag: Bhadrak News

ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେ୍‌ଟକୁ ବିରୋଧ କରି ବିକ୍ଷୋଭ

0
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେଟ୍‌କୁ ପ୍ରତିବାଦ କରିବା ସହ ବସଷାଣ୍ଡ ଠାରେ ମହିଳାମାନେ ଏକାଠି...

ଭଦ୍ରକ ତହସିଲର ବରିଷ୍ଠ କିରାଣୀଙ୍କ ପରଲୋକ

0
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ତହସିଲ ଅଫିସର ବରିଷ୍ଠ କିରାଣୀ (ସିନିୟର କ୍ଲକ୍‌) ସୁଧାଂଶୁ ଶେଖର ଜେନା (୪୨) ଙ୍କ ଆଜି ପରଲୋକ ହୋଇଯାଇଛି। ସେ...

ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବ ଭାରତ ସ୍ତରରେ ତିହିଡ଼ି ଝିଅ ଆୟୁସୀ ଟପର

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ଗ୍ରାମର ଝିଅ ଆୟୁସୀ ପ୍ରିୟଦର୍ଶନୀ ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବଭାରତୀୟ...

ମଞ୍ଜୁରୀରୋଡ ବିମ୍ବାଧରସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଭଦ୍ରକ ୟୁନିକ ୧୧ ଚାମ୍ପିଅନ

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ୨୯ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍...

ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍‌ର ଜିଲା କ୍ୟାମ୍ପୋରୀ ଉଦ୍‌ଯାପିତ

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍‌ର ଜିଲା କ୍ୟାମ୍ପୋରୀ ଓଲଙ୍ଗ ଗ୍ରାମପଞ୍ଚାୟତ ହାଇସ୍କୁଲ ପରିସର ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ...

ଶ୍ରୀରାମ ନବମୀ ମହୋତ୍ସବ – ୨୦୨୩, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖରେ...

ବହୁଦରଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷୀକ ଉତ୍ସବ ସମାରୋହ

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧିନସ୍ଥ ବହୁଦରଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷୀକ ଉତ୍ସବ ମହାସମାରୋହର ପାଳିତ ହୋଇଯାଇଛି। ଉକ୍ତ ଉତ୍ସବକୁ ଭଦ୍ରକ ବିଧାୟକ...

ଭଦ୍ରକରେ କିନ୍ନରଙ୍କ ଇଷ୍ଟଦେବୀ ବହୁଚରା ମାତା ବା ମୃଗୀମାତା ପୂଜା ଅନୁଷ୍ଠିତ

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ନବଜୀବନ କିନ୍ନର ସଂଘ ପକ୍ଷରୁ ଜିଲା ସଭାପତି ଶ୍ରାବଣୀ କିନ୍ନରଙ୍କ ତତ୍ତ୍ୱାବଧାନରେ ନୂଆ ବସ୍‌ଷ୍ଟାଣ୍ଡ ପରିସରରେ ଏହି...

ଭଦ୍ରକରୁ ପୁରୀ ମେମୁ ଟ୍ରେନ ପୁନଃ ପ୍ରଚଳନ ପାଇଁ ଦାବି, ରେଳବାଇ କର୍ତ୍ତୃପକ୍ଷଙ୍କ ବୈମାତୃକ...

0
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରେ ଅନୁସୂଚିତ ଜାତି ଓ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ସର୍ବାଧିକ ଓ ଆର୍ôଥକ ମାନଦଣ୍ଡ ନିମ୍ନରେ ଅଧିକ ଲୋକ ବାସ...

ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଚାଇଲ୍‌୍‌ଡ ଲାଇନ୍ ତରଫରୁ ଜିଲା୍ଳ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ...

କ୍ଷେତମଜଦୁର ଓ କୃଷକ ବିରୋଧୀ କେନ୍ଦ୍ରୀୟ ବଜେଟ ବିରୋଧରେ ପ୍ରତିବାଦ ସଭା

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅପର୍ତିବିନ୍ଧା ଛକ ଠାରେ ଓଡିଶା କ୍ଷେତମଜଦୁର ୟୁନିୟନ ଓ ଓଡିଶା କୃଷକ ସଭା ପକ୍ଷରୁ ମିଳିତ ଭାବେ ଜନ ବିରୋଧୀ...

କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଇତିକାନ୍ତ ବେହେରା (୨୭) ନାମକ ଜଣେ ଯୁବକ କିଡ୍‌ନୀ...

ଗୋଳାପୋଖରୀରେ ଦମକଳକେନ୍ଦ୍ର ନୂତନଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ, ପ୍ରଶାସନ ଓ ପୁଲିସର ଉପସ୍ଥିତିରେ...

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୋଳାପୋଖରୀ ମୌଜାରେ ବହୁ ବାଦ ବିବାଦ ପରେ ଶେଷରେ ଦମକଳ କେନ୍ଦ୍ର ନୂତନ ଗୃହ...

ବୃନ୍ଦାବନ କଳାକେନ୍ଦ୍ରର ଅଗ୍ନି ବିପନ୍ନଙ୍କୁ ସହାୟତା

0
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ର ବୃନ୍ଦାବନ କଳାକେନ୍ଦ୍ର ଆଗ୍ନିକ ଦୁର୍ଘଟଣାରେ ସର୍ବସ୍ୱାନ୍ତ ହୋଇଥିବା ପରିବାରଙ୍କୁ ଯଥାସାଧ୍ୟ ଆର୍ଥିକ ସହାୟତା ଯୋଗାଇ ଅଛି। ଗତ ଦୁଇ...

ଶିକ୍ଷା ବିଭାଗରେ ଦୁର୍ନୀତି, ଇନ୍‌କ୍ରିମେଣ୍ଟ ବାବଦରେ ଶହେ ଟଙ୍କା ଦାବି କରୁଥିବା ନେଇ ଜିଲାପାଳଙ୍କ...

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ôଚଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନିୟମିତତା ଓ...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଦିନକୁ ଦିନ ଏବେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି। ଯାହାଫଳରେ ଭଦ୍ରକବାସୀ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି। ବିଶେଷକରି...

ବାରିକପୁର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁରବଜାର ନିକଟ ବାଘମରା ସରସ୍ୱତୀ ଶିଶୁମନ୍ଦିର ବାର୍ଷିକୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୟାଧର...

କବି ନଟବର ରାଉଳଙ୍କ କବିତା ସଙ୍କଳନ ‘ଅକାଟ୍ୟ ଅଭିଶାପ’ ପାଠକାର୍ପିତ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତଟୁଙ୍ଗୀ ପରିସରରେ କବି ନଟବର ରାଉଳଙ୍କ କବିତାସଙ୍କଳନ ‘ଅକାଟ୍ୟ ଅଭିଶାପ’ ପୁସ୍ତିକା ଶୁକ୍ରବାର ପାଠକାର୍ପିତ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ବିକ୍ଷୋଭ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ...

ମା’ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

0
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ କୁବେରା ପଞ୍ଚାୟତ ମାଙ୍କଡ଼କୋଲା ଠାରେ ମା’ ବୀଣାପାଣି ସ୍ପୋର୍ଟସ ଆସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ...